ଆଜି ନୂଆଁଖାଇ

ବଲାଙ୍ଗିର: ଆଜି ନୂଆଁଖାଇ। ଏଥିପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା। ପୂଜାପାଠ, ଖିଆପିଆ ସହ ନାଚଗୀତର ତାଳେ ତାଳେ ଉଠିବ ପଡ଼ିବ ପଶ୍ଚିମ ଓଡ଼ିଶା। ଏଥିପାଇଁ ଦୂରଦୂରାନ୍ତରୁ ଆସି ଘରେ ପହଞ୍ଚିଲେଣି ପରିବାର ଲୋକେ। ଆଜି ଭୋର ସାଢ଼େ ୪ଟାରେ ଖୋଲିଛି ମାଆ ସମଲେଶ୍ୱରୀଙ୍କ ମନ୍ଦିର। ନୂଆଶାଢ଼ୀ ସହ ଅଳଙ୍କାର ଧାରଣ ପରେ ଆରମ୍ଭ ହେବ ରୀତିନୀତିର ପୂଜାର୍ଚ୍ଚନା। ଧାର୍ଯ୍ୟ ଲଗ୍ନ ଅନୁଯାୟୀ, ସକାଳ ୮ଟା ୧୦ରେ ବାଜିବ କାହାଳୀ। … Continue reading ଆଜି ନୂଆଁଖାଇ